କନକ ବ୍ୟୁରୋ: ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼ । ୨୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଅଜଣା ଯୁବକ। କିଛି ଯୁବକ ବାଇକରେ ଆସି ଏଲଭିସଙ୍କ ଘର ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଗୁଳି ମାଡ଼ ହେଲା ବୋଲି ଯାଂଚ କରୁଛି ପୁଲିସ ।
ବିଗ୍ ବସ୍ ୱିନର, ଫେମସ୍ ୟୁଟ୍ୟୁବର ତଥା ଆର୍ଟିଷ୍ଟ ଏଲଭିସ୍ ଯାବଦଙ୍କ ଗୁରୁଗ୍ରାମ ସେକ୍ଟର ୫୭ସ୍ଥିତ ଘର ଉପରକୁ ସକାଳ ପାଖାପାଖି ସାଢ଼େ ୫ଟାରେ ଗୁଳିମାଡ଼ ହୋଛି । ଅଚାନକ ହୋଇଥିବା ଏଭଳି ଘଟଣାକୁ ନେଇ ସ୍ଥାନୟ ଅଞ୍ଚଳରେ କୋକୁଆ ଭୟ ସଅଷ୍ଟି ହୋଇଛି । ପୁରା ଘରକୁ ପୁଲିସ ଘେରାବନ୍ଦୀ କରି ତଲାସୀ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/08/17/24-2025-08-17-10-35-53.jpg)