କନକ ବ୍ୟୁରୋ: ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପଙ୍କ ପସନ୍ଦ ଭିଭିଆଇପି । ଆମେରିକା ସରକାରରେ ସାମିଲ ହେଲେ ଏଲନ ମସ୍କ । ସେହିପରି ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ଦିଆଯାଇଛି । ଏଲନ ମସ୍କ ଓ ରାମାସ୍ୱାମୀଙ୍କୁ department of government efficiency ବିଭାଗର ନେତୃତ୍ୱ ନେବେ । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଟ୍ରମ୍ପ । ଆସନ୍ତା ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଟ୍ରମ୍ପ ନିଜର ଟିମ୍ ଗଠନରେ ଲାଗି ପଡ଼ିଛନ୍ତି।