Photograph: (KANAKNEWS)
କନକବ୍ୟୁରୋ : ଅନୁଗୁଳ ସହର ଭିତରେ ହାତୀ ପଲ । ଆତଙ୍କିତ ସହରବାସୀ । ପୌରପାଳିକା ୮ ନମ୍ବର ୱାର୍ଡ ହୁଲୁରିସିଂହା ନିକଟରେ ଗତକାଲି ରାତିରେ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି । ରାତି ତମାମ ଲୋକେ ଉଜାଗର ରହି ଭୟଭୀତ ଅବସ୍ଥାରେ ରହିଥିଲେ । ହାତୀ ପଲ ଅନୁଗୁଳ ମୁଖ୍ୟ ସହରରେ ବୁଲିବା ଇଏ ପ୍ରଥମ ଘଟଣା । ବନ ବିଭାଗ ହାତୀ ପଲକୁ ଘଉଡାଇବାରେ ବିଫଳ ହେବାରୁ ଏହି ହାତୀ ପଲ ସହର ମୁହାଁ ହୋଇଛନ୍ତି ।
Follow Us