ଖୋର୍ଦ୍ଧା ବାମଡ଼ିହ ଅଞ୍ଚଳରେ ବଢୁଛି ହାତୀଙ୍କ ଦୌରାତ୍ମ୍ୟ : ଭୟଭୀତ ଅବସ୍ଥାରେ ପୁରା ଗାଁ

Advertisment

ହାତୀ ପାଇଁ ରାତି ଉଜାଗର । ନିଆଁ ହୁଳା ଧରି ଜଗିଛନ୍ତି ଲୋକେ  ।  ୧୬ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି ।  ଯାହାକୁ ନେଇ ଭୟଭୀତ ଅବସ୍ଥା ରହିଛନ୍ତି ଗ୍ରାମବାସୀ 

ହାତୀ ପାଇଁ ରାତି ଉଜାଗର । ନିଆଁ ହୁଳା ଧରି ଜଗିଛନ୍ତି ଲୋକେ  ।  ୧୬ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି ।  ଯାହାକୁ ନେଇ ଭୟଭୀତ ଅବସ୍ଥା ରହିଛନ୍ତି ଗ୍ରାମବାସୀ 

hati 13

hati 13 Photograph: (KanakNews )

କନକବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ନିଆଁ ହୁଳା ଧରି ଜଗିଛନ୍ତି ଲୋକେ  ।  ୧୬ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି ।  ଯାହାକୁ ନେଇ ଭୟଭୀତ ଅବସ୍ଥା ରହିଛନ୍ତି ଗ୍ରାମବାସୀ  । ଅନ୍ୟପଟେ ହାତୀ ପାଇଁ ବେଗ କମାଇଲା ଏକ୍ସପ୍ରେସ ଟ୍ରେନ୍ ।  ଖୋର୍ଦ୍ଧା ବାମଡ଼ିହ ନିକଟରେ ୧୬ ଟିକିଆ ହାତୀପଲ ଟ୍ରେନ ଲାଇନ ପାର ହେବା ସମୟରେ ଭଦ୍ରକ ଏକ୍ସପ୍ରେସର ଲୋକୋ ପାଇଲଟ୍ ବେଗ କମାଇଥିବା ଦେଖିବାକୁ ମିଳିଛି  । ବନ ବିଭାଗ ଘଟଣା ସ୍ଥଳରେ ପହଁଚି ଡ୍ରୋନ ଜରିଆରେ ଏହି ହାତୀପଲ ଉପରେ ନଜର ରଖିଛନ୍ତି। ସ୍ଥାନୀୟ ଲୋକମାନେ ହାତୀ ଘଉଡ଼ାଇବାକୁ ନିଆଁ ହୁଳାର ସହାୟତା ନେଉଛନ୍ତି । ଏହି ୧୬ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe