ବରଗଡ଼ ଜିଲ୍ଲା ଭେଡେନ ଅଂଚଳରେ ହାତୀ ଆତଙ୍କ, ୨ଟି ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍‌ ବନ ବିଭାଗ

Advertisment

ବରଗଡ଼ ଜିଲ୍ଲା ଭେଡେନ ଅଂଚଳରେ ହାତୀ ଆତଙ୍କ। ୨ଟି ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍‌ ବନ ବିଭାଗ। ଗତ ଜୁଲାଇ ୧୪ ତାରିଖରୁ ଝାରସୁଗୁଡା ଜିଲାରୁ ଡୁଙ୍ଗୁରି ଡେବ୍ରିଗଡ଼ ଦେଇ ବରଗଡ଼କୁ ଦୁଇଟି ହାତୀ ପହଂଚି ଉପଦ୍ରଵ ଚଳାଇଛନ୍ତି

ବରଗଡ଼ ଜିଲ୍ଲା ଭେଡେନ ଅଂଚଳରେ ହାତୀ ଆତଙ୍କ। ୨ଟି ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍‌ ବନ ବିଭାଗ। ଗତ ଜୁଲାଇ ୧୪ ତାରିଖରୁ ଝାରସୁଗୁଡା ଜିଲାରୁ ଡୁଙ୍ଗୁରି ଡେବ୍ରିଗଡ଼ ଦେଇ ବରଗଡ଼କୁ ଦୁଇଟି ହାତୀ ପହଂଚି ଉପଦ୍ରଵ ଚଳାଇଛନ୍ତି

hati

କନକବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନ ଅଂଚଳରେ ହାତୀ ଆତଙ୍କ। ୨ଟି ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍‌ ବନ ବିଭାଗ। ଗତ ଜୁଲାଇ ୧୪ ତାରିଖରୁ ଝାରସୁଗୁଡା ଜିଲାରୁ ଡୁଙ୍ଗୁରି ଡେବ୍ରିଗଡ଼ ଦେଇ ବରଗଡ଼କୁ ଦୁଇଟି ହାତୀ ପହଂଚି ଉପଦ୍ରଵ ଚଳାଇଛନ୍ତି ତିନିଦିନ ବିତିଗଲାଣି ହେଲେ ହାତୀକୁ ଘଉଡ଼ାଇବାକୁ ବିଫଳ ବନ ବିଭାଗ। ଏକର ଏକର ଫସଲ ନଷ୍ଟ କରୁଛନ୍ତି। 

ହାତୀ ଉପଦ୍ରଵ ଦେଖି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ଜଙ୍ଗଲ ଆଡକୁ ହାତୀ ଦୁଇଟିକୁ ଘଉଡ଼ାଇବା ପାଇଁ ବନ ବିଭାଗ ଚେଷ୍ଟା ଚଳାଇଛି। କିନ୍ତୁ ଦୁଇ ହାତୀ ଜଙ୍ଗଲ ଆଡକୁ ନ ଯାଇ ଗାଁ ମୁହାଁ ହୋଇ ଉପଦ୍ରଵ ମଚାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe