ରାତି ହେଲେ ହାତୀ ଭୟ : ଘରଦ୍ବାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ

Advertisment

ରାତି ହେଲେ ହାତୀ ଭୟ ।  ମାଟି, ବାଉଁଶ ତାଟି ବନ୍ଧା ଘରେ ପିଲା ଛୁଆଙ୍କୁ ଧରି ଜୀବନ ବିକଳରେ ବିତୁଛି ଜୀବନ ।   ହାତୀପଲ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ

Updated On

ରାତି ହେଲେ ହାତୀ ଭୟ ।  ମାଟି, ବାଉଁଶ ତାଟି ବନ୍ଧା ଘରେ ପିଲା ଛୁଆଙ୍କୁ ଧରି ଜୀବନ ବିକଳରେ ବିତୁଛି ଜୀବନ ।   ହାତୀପଲ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ

ଅଦ୍ୟତନ ହୋଇଛି
hati 56

Photograph: (kanaknews)

କନକବ୍ୟୁରୋ : ରାତି ହେଲେ ହାତୀ ଭୟ ।  ମାଟି, ବାଉଁଶ ତାଟି ବନ୍ଧା ଘରେ ପିଲା ଛୁଆଙ୍କୁ ଧରି ଜୀବନ ବିକଳରେ ବିତୁଛି ଜୀବନ ।   ହାତୀପଲ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ  ।  ଏହା ଆଜିର ଘଟଣା ନୁହେଁ ଦୀର୍ଘ ୧୦ ବର୍ଷ ଧରି ଏଭଳି ଅବସ୍ଥାରେ କାଳାତିପାତ କରୁଛନ୍ତି ମୟୂରଭଞ୍ଜ ଅମର୍ଦ୍ଦା ରଙ୍ଗାମାଟିଆ ଅଞ୍ଚଳବାସୀ  ।  

ରାତି ବଢିବା ସାଙ୍ଗକୁ ଏଠାକାର ଲୋକଙ୍କ ମନରେ ହାତୀକୁ ନେଇ ଭୟ ପଶିଥାଏ । ଏକାଧିକ ହାତୀ ଏକାଠି ହୋଇ ଜନବସତିରେ ପଶି ଘର ଦ୍ବାର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଥାନ୍ତି । ତେବେ ହାତୀପଲ ଜନବସତି ମୁହାଁ ହେଲେ ବନବିଭାଗ ପକ୍ଷରୁ କାର୍ଯ୍ୟରତ ଜଗୁଆଳି ସାଇରନ ବଜାଇବା ପରେ ଗାଁ ଲୋକ ସତର୍କ ହୋଇଥାନ୍ତି  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe