କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ । ରାତିରେ ଘର ଭାଙ୍ଗି ଧାନ ଚାଉଳ ମାଣ୍ଡିଆ ସହ ଖାଇଗଲେ ଟଙ୍କା । ୨୪ ଟିକିଆ ହାତୀପଲ ଦୁଇ ଦିନ ଭିତରେ କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଛନ୍ତି । ଏହାସହ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହିତ ନଗଦ ୮୦ ହଜାରରୁ ଅଧିକ ଟଙ୍କା ଖାଇଯାଇଥିବା ଜଣା ପଡିଛି । ଗତ ୭ ଦିନ ହେବ ଏହି ହାତୀପଲ ନିୟମଗିରି ଅଞ୍ଚଳରେ ଫସଲ ନଷ୍ଟ କରୁଛନ୍ତି । ଲୋକମାନେ ମାଣ୍ଡିଆ ଭିତରେ ରଖିଥିବା ନଗଦ ୮୦ ହଜାରରୁ ଅଧିକ ଟଙ୍କାକୁ ହାତୀ ଖାଇଦେଇଛନ୍ତି । ସନ୍ଧ୍ୟା ହେଲେ ହାତୀ ଭୟ ହେଉଥିବା କହିଛନ୍ତି ୱାର୍ଡ ମେମ୍ବର।
ରାୟଗଡ଼ା ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ, ରାତି ହେଲେ ଉତ୍ପାତ କରୁଛନ୍ତି ହାତୀପଲ, ମାଣ୍ଡିଆ ଭିତରେ ଥିବା ୮୦ ହଜାର ଟଙ୍କା ଖାଇଗଲେ ହାତୀ
ଏହାସହ ଘର ଭିତରେ ଥିବା ଧାନ ଚାଉଳ, କାନ୍ଦୁଲ, ମାଣ୍ଡିଆ ସହିତ ନଗଦ ୮୦ ହଜାରରୁ ଅଧିକ ଟଙ୍କା ଖାଇଯାଇଥିବା ଜଣା ପଡିଛି । ଗତ ୭ ଦିନ ହେବ ଏହି ହାତୀପଲ ନିୟମଗିରି ଅଞ୍ଚଳରେ ଫସଲ ନଷ୍ଟ କରୁଛନ୍ତି ।
/kanak/media/media_files/2025/06/07/aVkdXoUfBJ1tIGRywVuQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)