ମହାନଦୀ ପଠାରେ ଫସିଲେ ହାତୀ ପଲ, ଚନ୍ଦକା ଅଭୟାରଣ୍ୟ ଫେରୁଥିବାବେଳେ ଟାପୁରେ ଫସିଲେ ହାତୀ

Advertisment

ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଫେରୁଥିବାବେଳେ ଟାପୁରେ ଫସିଲେ ୧୭ ଟିକିଆ ହାତୀ ପଲ ।

ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଫେରୁଥିବାବେଳେ ଟାପୁରେ ଫସିଲେ ୧୭ ଟିକିଆ ହାତୀ ପଲ ।

ମହାନଦୀ ପଠାରେ ଫସିଲେ ହାତୀ

ମହାନଦୀ ପଠାରେ ଫସିଲେ ହାତୀ Photograph: (KanakNews)

କନକ ବ୍ୟୁରୋ;  କଟକ ବାଙ୍କୀ ଭଗିପୁର ମହାନଦୀ ପଠାରେ ଫସିଲେ ହାତୀ ପଲ । ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାର ହୋଇ ଚନ୍ଦକା ଅଭୟାରଣ୍ୟ ଫେରୁଥିବାବେଳେ ଭଗିପୁର ନଦୀ ପଠାରେ ଫସିଛନ୍ତି ୧୭ ଟିକିଆ ହାତୀ ପଲ ।

ନଈରେ ପାଣି ବଢ଼ି ଯିବାରୁ ମଝି ଟାପୁରେ ଫସି ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି । ସେପଟେ ହାତୀଙ୍କୁ ଦେଖିବାକୁ ନଦୀ କୂଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe