କନକ ବ୍ୟୁରୋ; କଟକ ବାଙ୍କୀ ଭଗିପୁର ମହାନଦୀ ପଠାରେ ଫସିଲେ ହାତୀ ପଲ । ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାର ହୋଇ ଚନ୍ଦକା ଅଭୟାରଣ୍ୟ ଫେରୁଥିବାବେଳେ ଭଗିପୁର ନଦୀ ପଠାରେ ଫସିଛନ୍ତି ୧୭ ଟିକିଆ ହାତୀ ପଲ ।
ନଈରେ ପାଣି ବଢ଼ି ଯିବାରୁ ମଝି ଟାପୁରେ ଫସି ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି । ସେପଟେ ହାତୀଙ୍କୁ ଦେଖିବାକୁ ନଦୀ କୂଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/12/elephant-2025-09-12-10-48-31.jpg)