କନକ ବ୍ୟୁରୋ: ପୁଣି ବିଦ୍ୟୁତ ତାର ନେଲା ଆଉ ଏକ ହାତୀର ଜୀବନ । ରାଉରକେଲାରେ ଏକ ହାତୀର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ବଲାଣିର ନୂଆଗାଁ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଉଁଶ ଦ୍ୱାରା ବିଦ୍ୟୁତ ତାର ହୁକ କରାଯାଇଥିବାରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us