କନକ ବ୍ୟୁରୋ: ପୁଣି ବିଦ୍ୟୁତ ତାର ନେଲା ଆଉ ଏକ ହାତୀର ଜୀବନ । ରାଉରକେଲାରେ ଏକ ହାତୀର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ବଲାଣିର ନୂଆଗାଁ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଜଙ୍ଗଲ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଉଁଶ ଦ୍ୱାରା ବିଦ୍ୟୁତ ତାର ହୁକ କରାଯାଇଥିବାରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ପୁଣି ବିଦ୍ୟୁତ ତାର ନେଲା ହାତୀ ଜୀବନ ; ବାଉଁଶ ଦ୍ୱାରା ବିଦ୍ୟୁତ ହୁକ ପକାଇବା ହେଲା କାଳ
ପୁଣି ବିଦ୍ୟୁତ ତାର ନେଲା ହାତୀ ଜୀବନ ; ବାଉଁଶ ଦ୍ୱାରା ବିଦ୍ୟୁତ ହୁକ ପକାଇବା ହେଲା କାଳ । ରାଉରକେଲା, ନୂଆଗାଁ ଜଙ୍ଗଲ ନିକଟରୁ ମୃତଦେହ ଉଦ୍ଧାର ।
/kanak/media/media_files/ENievmNADDM9Naf0MCKd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)