ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତଦେହ ଉଦ୍ଧାର । ମୃତଦେହ ଠାବ କଲେ ବନ କର୍ମଚାରୀ ।

ଆଠଗଡ଼ କନ୍ଦରପୁର କେନ୍ଦୁଟୋକୋଲି ଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ହାତୀଟି କିଛି ଦିନ ପୂର୍ବରୁ କୁଅରେ ପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

32-elephant

କନକ ବ୍ୟୁରୋ: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀର ଗଳିତ ମୃତଦେହ ଉଦ୍ଧାର । ଆଠଗଡ଼ କନ୍ଦରପୁର କେନ୍ଦୁଟୋକୋଲିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ହାତୀଟି କିଛି ଦିନ ପୂର୍ବରୁ କୁଅରେ ପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଠାବ କରିଛନ୍ତି ବନ ବିଭାଗ କର୍ମଚାରୀ । କେମିତି ଓ କେଉଁ ପରିସ୍ଥିତିରେ ହାତୀଟି କୁଅରେ ଖସି ମୃତ୍ୟୁବରଣ କରିଛି ସେନେଇ ତଦନ୍ତ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe