ଆଠଗଡ଼ ବନଖଣ୍ଡରେ ଥର୍ମାଲ କ୍ୟାମେରାରେ ଚାଲିଛି ହାତୀ ଗଣନା । ୧୭ରେ ଆସିବ ରିର୍ପୋଟ

Advertisment

ଆଠଗଡ଼ ବନଖଣ୍ଡରେ ୫ଟି ବନାଞ୍ଚଳରେ ଚାଲିଛି ହାତୀ ଗଣନା । ଆଠଗଡ଼, ଖୁଣ୍ଟୁଣୀ, ବଡିମ୍ଵା, ନରସିଂହପୁର- ଇଷ୍ଟ ୱେଷ୍ଟ ବନାଞ୍ଚଳରେ ଚାଲିଛି ହାତୀ ଗଣନା। ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଚାଲିଛି ହାତୀ ଗଣନା, ପ୍ରତି ବନାଞ୍ଚଳରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

hati 12

କନକବ୍ୟୁରୋ : ଆଠଗଡ଼ ବନଖଣ୍ଡରେ ୫ଟି ବନାଞ୍ଚଳରେ ଚାଲିଛି ହାତୀ ଗଣନା । ଆଠଗଡ଼, ଖୁଣ୍ଟୁଣୀ, ବଡିମ୍ଵା, ନରସିଂହପୁର- ଇଷ୍ଟ ୱେଷ୍ଟ ବନାଞ୍ଚଳରେ ଚାଲିଛି ହାତୀ ଗଣନା। ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଚାଲିଛି ହାତୀ ଗଣନା,  ପ୍ରତି ବନାଞ୍ଚଳରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଥର୍ମାଲ କ୍ୟାମେରାରେ ଏହି ଶୀତକାଳିନ ଗଣନା ଚାଲିଛି  । ବର୍ଷକୁ ଦୁଇଥର ଏହି ହାତୀ ଗଣନା କରାଯାଏ  ।  ଗ୍ରୀଷ୍ମ କାଳିନ ଓ ଶୀତ କାଳିନ ଗଣନା। ୧୭ ତାରିଖରେ ଜଣା ପଡିବ ଆଠଗଡ଼ ଜିଭିଜନ ରେ ହାତୀ ସଂଖ୍ୟା କେତେ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe