କନକବ୍ୟୁରୋ : ଆଠଗଡ଼ ବନଖଣ୍ଡରେ ୫ଟି ବନାଞ୍ଚଳରେ ଚାଲିଛି ହାତୀ ଗଣନା । ଆଠଗଡ଼, ଖୁଣ୍ଟୁଣୀ, ବଡିମ୍ଵା, ନରସିଂହପୁର- ଇଷ୍ଟ ୱେଷ୍ଟ ବନାଞ୍ଚଳରେ ଚାଲିଛି ହାତୀ ଗଣନା। ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଚାଲିଛି ହାତୀ ଗଣନା, ପ୍ରତି ବନାଞ୍ଚଳରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଥର୍ମାଲ କ୍ୟାମେରାରେ ଏହି ଶୀତକାଳିନ ଗଣନା ଚାଲିଛି । ବର୍ଷକୁ ଦୁଇଥର ଏହି ହାତୀ ଗଣନା କରାଯାଏ । ଗ୍ରୀଷ୍ମ କାଳିନ ଓ ଶୀତ କାଳିନ ଗଣନା। ୧୭ ତାରିଖରେ ଜଣା ପଡିବ ଆଠଗଡ଼ ଜିଭିଜନ ରେ ହାତୀ ସଂଖ୍ୟା କେତେ ରହିଛି ।
ଆଠଗଡ଼ ବନଖଣ୍ଡରେ ଥର୍ମାଲ କ୍ୟାମେରାରେ ଚାଲିଛି ହାତୀ ଗଣନା । ୧୭ରେ ଆସିବ ରିର୍ପୋଟ
ଆଠଗଡ଼ ବନଖଣ୍ଡରେ ୫ଟି ବନାଞ୍ଚଳରେ ଚାଲିଛି ହାତୀ ଗଣନା । ଆଠଗଡ଼, ଖୁଣ୍ଟୁଣୀ, ବଡିମ୍ଵା, ନରସିଂହପୁର- ଇଷ୍ଟ ୱେଷ୍ଟ ବନାଞ୍ଚଳରେ ଚାଲିଛି ହାତୀ ଗଣନା। ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଚାଲିଛି ହାତୀ ଗଣନା, ପ୍ରତି ବନାଞ୍ଚଳରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।