ଜଙ୍ଗଲରେ ଦନ୍ତାର ଆତଙ୍କ; କାଠ ଗୋଟାଇବାକୁ ଯାଇଥିବା ବେଳେ ତିନି ଜଣଙ୍କ ମୃତ୍ୟୁ

Advertisment

ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିଲେ । ମାତ୍ର ସମସ୍ତଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ୩ ଜଣଙ୍କ ମୃତ୍ତ୍ୟୁ ହୋଇଛି ।

ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିଲେ । ମାତ୍ର ସମସ୍ତଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ୩ ଜଣଙ୍କ ମୃତ୍ତ୍ୟୁ ହୋଇଛି ।

Elephant Attack

Elephant Attack Photograph: (Kanak News)

କନକ ବ୍ୟୁରୋ : ଦନ୍ତା ନେଲା ତିନି ଜୀବନ । ଢେଙ୍କାନାଳ ସଦର ରେଞ୍ଜ ବଳଦିଆ ବନ୍ଧ ସେକ୍ସନର ପାଟପୁରିଆ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ । ୧୫ ଜଣ ଜଙ୍ଗଲକୁ କାଠ ଗୋଟେଇବାକୁ ଯାଇଥିଲେ । ତେବେ ହଠାତ୍ ସେମାନଙ୍କ ଉପରକୁ ହାତୀ ଆକ୍ରମଣ କରିଥିଲା । ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିଲେ । ମାତ୍ର ସମସ୍ତଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ୩ ଜଣଙ୍କ ମୃତ୍ତ୍ୟୁ ହୋଇଛି । ମୃତକ ୩ ଜଣ ହେଲେ ଇନ୍ଦୁମତି ପଧାନ, ତୁନୀ ବେହେରା, କୁନ୍ତଳା ପାଧାନ । ତିନି ଆହାତ ହେଲେ ରମା ଦେହୁରୀ, ରଶ୍ମିତା ପାଧାନ, ଝିଲି ପାଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe