କନକବ୍ୟୁରୋ : ଗଞ୍ଜାମ ସାନଖେମୁଣ୍ଡି ଦୟାନିଧିପୁର ପଞ୍ଚାୟତ ବଢ଼ିଉସ୍ତା ଗ୍ରାମରେ ଅଘଟଣ। କିରୋସିନ ଢାଳିହୋଇ ନିଆଁ ଲଗାଇ ଜୀଅନ୍ତା ଜଳିଗଲେ ବୃଦ୍ଧ। ତେବେ ବୃଦ୍ଧଜଣକ କାହିଁକି କିରୋସିନି ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି। ପାଟପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାହିଁକି ଓ କେଉଁ କାରଣରୁ ବୃଦ୍ଧ ଜଣକ ଆତ୍ମହତ୍ୟାର କଲେ ତାର କାରଣ ଖୋଜା ଚାଲିଛି ।
କିରୋସିନି ଢାଳି ନିଜକୁ ଜାଳିଦେଲେ ବୃଦ୍ଧ : ଗଞ୍ଜାମ ସାନଖେମୁଣ୍ଡି ବଢ଼ିଉସ୍ତା ଗାଁରେ ଅଘଟଣ
ଗଞ୍ଜାମ ସାନଖେମୁଣ୍ଡି ଦୟାନିଧିପୁର ପଞ୍ଚାୟତ ବଢ଼ିଉସ୍ତା ଗ୍ରାମରେ ଅଘଟଣ। କିରୋସିନ ଢାଳିହୋଇ ନିଆଁ ଲଗାଇ ଜୀଅନ୍ତା ଜଳିଗଲେ ବୃଦ୍ଧ।
/kanak/media/media_files/2025/07/23/13-2025-07-23-16-52-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)