ଏକନାଥ ଶିନ୍ଦେଙ୍କ ଏକ୍ସ ଆକାଉଣ୍ଟ୍ ହ୍ୟାକ୍ : ଆକାଉଣ୍ଟରେ ପାକ୍ ଏବଂ ତୁର୍କୀ ପତାକା ଲଗାଇଲେ ହ୍ୟାକର୍

Advertisment

ହ୍ୟାକର୍‌ମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଓ ତୁର୍କୀ ପତାକା ଥିବା ଫଟୋ ପୋଷ୍ଟ କରିଛନ୍ତି । ଘଟଣା ପରେ ଆକାଉଣ୍ଟକୁ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସୁରକ୍ଷିତ କରାଯାଇଛି ।

ହ୍ୟାକର୍‌ମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଓ ତୁର୍କୀ ପତାକା ଥିବା ଫଟୋ ପୋଷ୍ଟ କରିଛନ୍ତି । ଘଟଣା ପରେ ଆକାଉଣ୍ଟକୁ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସୁରକ୍ଷିତ କରାଯାଇଛି ।

Sinde

Sinde Photograph: (Google)

କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ଆଜି ହ୍ୟାକ୍ ହୋଇଯାଇଛି । ହ୍ୟାକର୍‌ମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଓ ତୁର୍କୀ ପତାକା ଥିବା ଫଟୋ ପୋଷ୍ଟ କରିଛନ୍ତି । ଘଟଣା ପରେ ଆକାଉଣ୍ଟକୁ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସୁରକ୍ଷିତ କରାଯାଇଛି । ଏହି ମାମଲା ସାଇବର କ୍ରାଇମ୍ ପୁଲିସକୁ ଜଣାଇ ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe