କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ଆଜି ହ୍ୟାକ୍ ହୋଇଯାଇଛି । ହ୍ୟାକର୍ମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଓ ତୁର୍କୀ ପତାକା ଥିବା ଫଟୋ ପୋଷ୍ଟ କରିଛନ୍ତି । ଘଟଣା ପରେ ଆକାଉଣ୍ଟକୁ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସୁରକ୍ଷିତ କରାଯାଇଛି । ଏହି ମାମଲା ସାଇବର କ୍ରାଇମ୍ ପୁଲିସକୁ ଜଣାଇ ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି ।
ଏକନାଥ ଶିନ୍ଦେଙ୍କ ଏକ୍ସ ଆକାଉଣ୍ଟ୍ ହ୍ୟାକ୍ : ଆକାଉଣ୍ଟରେ ପାକ୍ ଏବଂ ତୁର୍କୀ ପତାକା ଲଗାଇଲେ ହ୍ୟାକର୍
ହ୍ୟାକର୍ମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଓ ତୁର୍କୀ ପତାକା ଥିବା ଫଟୋ ପୋଷ୍ଟ କରିଛନ୍ତି । ଘଟଣା ପରେ ଆକାଉଣ୍ଟକୁ ୩୦ ରୁ ୪୫ ମିନିଟ୍ ମଧ୍ୟରେ ସୁରକ୍ଷିତ କରାଯାଇଛି ।
/kanak/media/media_files/2025/09/21/sinde-2025-09-21-13-51-45.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)