କନକ ବ୍ୟୁରୋ: ହସ୍ପିଟାଲାରୁ ଡିସଚାର୍ଜ ହେଲେ ଏକନାଥ ସିନ୍ଦେ । ଗଣମାଧ୍ୟମକୁ କହିଲେ, ତାଙ୍କ ସ୍ୱାସ୍ଥ୍ୟ ପୁରାପୁରି ଠିକ୍ ଅଛି । ଆଜି ପୁଣି ହଠାତ ସ୍ୱାସ୍ଥ୍ର ଖରାପ ହେବାରୁ ଏକନାଥଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ହେଲ୍ଥ ଚେକଅପ୍ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିଛିଦିନ ଧରି ଏକନାଥଙ୍କୁ ଜ୍ୱର ଅତ୍ୟଧିକ ଥଣ୍ଡା ସହ ତାଙ୍କ ଗଳାରେ ସଂକ୍ରମଣ ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us