କନକ ବ୍ୟୁରୋ: ହସ୍ପିଟାଲାରୁ ଡିସଚାର୍ଜ ହେଲେ ଏକନାଥ ସିନ୍ଦେ । ଗଣମାଧ୍ୟମକୁ କହିଲେ, ତାଙ୍କ ସ୍ୱାସ୍ଥ୍ୟ ପୁରାପୁରି ଠିକ୍ ଅଛି । ଆଜି ପୁଣି ହଠାତ ସ୍ୱାସ୍ଥ୍ର ଖରାପ ହେବାରୁ ଏକନାଥଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ହେଲ୍ଥ ଚେକଅପ୍ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । କିଛିଦିନ ଧରି ଏକନାଥଙ୍କୁ ଜ୍ୱର ଅତ୍ୟଧିକ ଥଣ୍ଡା ସହ ତାଙ୍କ ଗଳାରେ ସଂକ୍ରମଣ ହୋଇଥିଲା ।
ହସ୍ପିଟାଲରୁ ବାହାରିଲେ ଏକନାଥ ସିନ୍ଦେ ; କହିଲେ ମୋ ସ୍ୱାସ୍ଥ୍ୟ ପୁରା ଠିକ୍ ଅଛି
ହସ୍ପିଟାଲାରୁ ଡିସଚାର୍ଜ ହେଲେ ଏକନାଥ ସିନ୍ଦେ । ଗଣମାଧ୍ୟମକୁ କହିଲେ, ତାଙ୍କ ସ୍ୱାସ୍ଥ୍ୟ ପୁରାପୁରି ଠିକ୍ ଅଛି । ଆଜି ପୁଣି ହଠାତ ସ୍ୱାସ୍ଥ୍ର ଖରାପ ହେବାରୁ ଏକନାଥଙ୍କୁ ଥାଣେ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)