ଆଳୁ ପରେ ଅଣ୍ତା । ପଶ୍ଚିମବଙ୍ଗ ସୀମାରୁ ଓଡିଶା ଫେରିଆସିଲା ୧୦୦ରୁ ଅଧିକ ଅଣ୍ତା ଟ୍ରକ

Advertisment

ଆଳୁ ପରେ ଏବେ ପଡ଼ିଛି ଅଣ୍ଡାର ପାଳି । ପୂର୍ବରୁ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ସୀମାରେ ଅଟକାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୀମାରୁ ହିଁ ଫେରିଯାଇଥିଲା ଶହଶହ ଟ୍ରକ । ଏଥିପାଇଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା । ଆଉ ଏବେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ଓ କୁକୁଡ଼ା ଗାଡ଼ି ଫେରାଇ ଦେଇଛନ୍ତି ଦିଦି । ସୀମାରୁ ଓଡ଼ିଶା ଫେରି ଆସିଛି ୧୦୦ରୁ ଅଧିକ ଅଣ୍ଡା ଟ୍ରକ

mohan majhi 9

କନକବ୍ୟୁରୋ: ଆଳୁ ପରେ ଏବେ ପଡ଼ିଛି ଅଣ୍ଡାର ପାଳି । ପୂର୍ବରୁ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ସୀମାରେ ଅଟକାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୀମାରୁ ହିଁ ଫେରିଯାଇଥିଲା ଶହଶହ ଟ୍ରକ । ଏଥିପାଇଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା । ଆଉ ଏବେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ଓ କୁକୁଡ଼ା ଗାଡ଼ି ଫେରାଇ ଦେଇଛନ୍ତି ଦିଦି । ସୀମାରୁ ଓଡ଼ିଶା ଫେରି ଆସିଛି ୧୦୦ରୁ ଅଧିକ ଅଣ୍ଡା ଟ୍ରକ । ତେବେ ବଡ଼ କଥା ହେଉଛି ଆନ୍ଧ୍ରରୁ ଓଡ଼ିଶା ଦେଇ ଯାଉଥିବା ଅନେକ ଗାଡ଼ି ମଧ୍ୟ ସୀମାରେ ପ୍ରବେଶ ପାଇଁ ଅନୁମତି ମିଳିନି ।

ପୂର୍ବରୁ ବିଜେଡି ସରକାର ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଭଲ ରହିଥିଲା କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବଦଳି ଯାଇଛି ସମୀକରଣ । ତେବେ ବଡ଼ ପ୍ରଶ୍ନ ବିଜେପି ସରକାରକୁ ବଦନାମ କରିବାକୁ ଏହା କୌଣସି ଷଡ଼ଯନ୍ତ୍ର ନୁହେଁ ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe