ଦାଉ ସାଧୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଉପରେ ଶୁଝାଉଛନ୍ତି ବିଜେପି ଉପରେ ଥିବା ରାଗ

Advertisment

ବିଜେଡି ସରକାର ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଭଲ ରହିଥିଲା । ନବୀନ-ମମତାଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଥିଲା ବୋଲି କୁହାଯାଉଥିଲା। ସେ ସମୟରେ ଉଭୟ ରାଜ୍ୟ ପରସ୍ପରକୁ ସହଯୋଗ ମଧ୍ୟ କରୁଥିଲେ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବଦଳି ଯାଇଛି ମମତାଙ୍କ ରାଜନୈତିକ ସମୀକରଣ।  

2y

କନକ ବ୍ୟୁରୋ : ଆଳୁ ନଦେଇ ଯନ୍ତ୍ରଣା ଦେବା ପରେ ଏବେ ପଡ଼ିଛି ଅଣ୍ଡାର ପାଳି । ବାର୍ଡ ଫ୍ଲୁ ନାଁରେ ଅଣ୍ଡା ଓ କୁକୁଡା ଟ୍ରକକୁ ଫେରାଇ ଦେଉଛନ୍ତି ପଶ୍ଚିମବଙ୍ଗ ସରକାର । ସୀମାରୁ ହିଁ ଫେରିଆସିଛି ଶହଶହ ଟ୍ରକ । ସବୁଠାରୁ ବଡ କଥା ହେଉଛି, ଆନ୍ଧ୍ର ଗାଡିକୁ ଛାଡୁଥିବାବେଳେ ଓଡ଼ିଶା ଗାଡିକୁ ଅଟକାଇବା ସହ ଫେରାଇ ଦେଉଛନ୍ତି ମମତା। 

ବିଜେଡି ସରକାର ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଭଲ ରହିଥିଲା । ନବୀନ-ମମତାଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଥିଲା ବୋଲି କୁହାଯାଉଥିଲା। ସେ ସମୟରେ ଉଭୟ ରାଜ୍ୟ ପରସ୍ପରକୁ ସହଯୋଗ ମଧ୍ୟ କରୁଥିଲେ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବଦଳି ଯାଇଛି ମମତାଙ୍କ ରାଜନୈତିକ ସମୀକରଣ।  

ପ୍ରଶ୍ନ ଉଠୁଛି, ଓଡ଼ିଶା ସହ ମମତାଙ୍କ ଥିବା ଭଲ ସମ୍ପର୍କ ଏବେ କାହିଁକି ବଦଳିଯାଇଛି ? ପଶ୍ଚିମବଙ୍ଗରେ ମମତାଙ୍କୁ ବିଜେପି ନାକେଦମ କରୁଥିବାରୁ ଓଡ଼ିଶାରେ ରାଗ ଶୁଝାଉଛନ୍ତି କି ଦିଦି? ନାଁ ଓଡ଼ିଶାର ବିଜେପି ସରକାର ବିରୋଧରେ ଏଭଳି ଏକ ଷଡଯନ୍ତ୍ର କରାଯାଇଛି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe