୨୦୨୫ ସୁଦ୍ଧା ରାଜ୍ୟରେ ଲାଗୁ ହେବ ଶିକ୍ଷାନୀତି :ପ୍ରଣୟନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ କମିଟି

Advertisment

ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଏନିପି । ଏ ନେଇ ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାମ ସରକାର ହାତକୁ ନେଇଛନ୍ତି । ଏଥିସହ ୬ଟି ସବକମିଟି ଗଠନ ହେବ ସେଥିରେ ସୁପାରିଶ କରାଯାଇ ସମସ୍ତଙ୍କ ମତାମତ ନେଇ ଏନିପି ଲାଗୁ କରାଯିବ । ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବ୍ୟଶକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି ।

Updated On

ଅଦ୍ୟତନ ହୋଇଛି
LL

କନକବ୍ୟୁରୋ : ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ NEP । ଏ ନେଇ ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାମ ସରକାର ହାତକୁ ନେଇଛନ୍ତି । ଏଥିସହ ୬ଟି ସବକମିଟି ଗଠନ ହେବ  ସେଥିରେ ସୁପାରିଶ କରାଯାଇ ସମସ୍ତଙ୍କ ମତାମତ ନେଇ ଏନିପି ଲାଗୁ କରାଯିବ ।

ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବ୍ୟଶକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି । ଏଥିସହ ବୈକୁଣ୍ଠ ଧାମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଏସମସ୍ତ ଜିନିଷ ଆମେ ଅନୁଧ୍ୟାନ କରୁଛୁ ,ଏଥିସହ ଆବଶ୍ୟକ ପଡିଲେ ତଦନ୍ତ କରାଯିବ ପ୍ରକୃତ ଘଟଣା କଣ ଜାଣିବା ପରେ ଆଗାମୀ ଦିନରେ  ଏନେଇ ଉଚିତ ପଦକ୍ଷେପ ନିଆଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe