କନକବ୍ୟୁରୋ : ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ NEP । ଏ ନେଇ ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାମ ସରକାର ହାତକୁ ନେଇଛନ୍ତି । ଏଥିସହ ୬ଟି ସବକମିଟି ଗଠନ ହେବ ସେଥିରେ ସୁପାରିଶ କରାଯାଇ ସମସ୍ତଙ୍କ ମତାମତ ନେଇ ଏନିପି ଲାଗୁ କରାଯିବ ।
ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବ୍ୟଶକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି । ଏଥିସହ ବୈକୁଣ୍ଠ ଧାମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଏସମସ୍ତ ଜିନିଷ ଆମେ ଅନୁଧ୍ୟାନ କରୁଛୁ ,ଏଥିସହ ଆବଶ୍ୟକ ପଡିଲେ ତଦନ୍ତ କରାଯିବ ପ୍ରକୃତ ଘଟଣା କଣ ଜାଣିବା ପରେ ଆଗାମୀ ଦିନରେ ଏନେଇ ଉଚିତ ପଦକ୍ଷେପ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/27/ZFbXvRpvSpJhUULYu2z0.jpg)