ଅଡୁଆରେ ଆଜାରୁଦ୍ଦିନ, ୨୦ କୋଟି ଟଙ୍କା ହେରଫେର ମାମଲାରେ ଇଡି ପଠାଇଲା ନୋଟିସ

Advertisment

ଇଡିର ସୂତ୍ର ସୂଚନା ମୁତାବକ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ହୋଇଛି । ଏହାକୁ ନେଇ ଇଡି ତରଫରୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଇଡି ତେଲେଙ୍ଗାନର ୯ଟି ସ୍ଥାନରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିବା ଜଣାପଡିଛି । 

erreafae

କନକ ବ୍ୟୁରୋ : ଅଡୁଆରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ମହମ୍ମଦ ଆଜାରୁଦ୍ଦିନ । ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ନୋଟିସ ଜାରି କରିଛି । ତାଙ୍କ ବିରୋଧରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅର୍ଥ ହେରଫେର କରିଥିବା ନେଇ ଅଭିଯୋଗ ରହିଛି । ଆଜି ତାଙ୍କୁ ଇଡି ସାମ୍ନାରେ ହାଜର ହେବାକୁ ନୋଟିସ କରାଯାଇଛି । 

ଇଡିର ସୂତ୍ର ସୂଚନା ମୁତାବକ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ହୋଇଛି । ଏହାକୁ ନେଇ ଇଡି ତରଫରୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଇଡି ତେଲେଙ୍ଗାନର ୯ଟି ସ୍ଥାନରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିବା ଜଣାପଡିଛି । 

ହାଇଦ୍ରାବାଦ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମର ନିର୍ମାଣ ବେଳେ ଏଭଳି ଆର୍ଥିକ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି । ଅଧିକାରୀମାନେ ଉଚ୍ଚଦରରେ ନିଜ ସଂପର୍କୀୟମାନଙ୍କୁ ଏହି ଷ୍ଟାଡିୟମ ନିର୍ମାଣର ଠିକା ଦେଇଥିବା କଥା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe