କନକ ବ୍ୟୁରୋ :  ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ୬ଟି ଠିକଣା ଉପରେ ଚଢ଼ାଉ। ଭୁବନେଶ୍ବର ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଚାଲିଛି ରେଡ୍ । ଅନେକ ସୁନା ଅଳଙ୍କାର ସମେତ ସମ୍ପତ୍ତି ଠାବ ।