ଛତିଶଗଡ଼ ଭିଲାଇରେ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ : ଜଣେ ଆହତ

Advertisment

ଛତିଶଗଡ଼ ଭିଲାଇରେ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ  ଭୂପେଶ ବଘେଲଙ୍କ ଘରୁ ଇଡି ଅଧିକାରୀମାନେ ବାହାରୁଥିବା ବେଳେ ଏହି ଆକ୍ରମଣ ହୋଇଛି 

ଛତିଶଗଡ଼ ଭିଲାଇରେ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ  ଭୂପେଶ ବଘେଲଙ୍କ ଘରୁ ଇଡି ଅଧିକାରୀମାନେ ବାହାରୁଥିବା ବେଳେ ଏହି ଆକ୍ରମଣ ହୋଇଛି 

0000

Photograph: (KanakNews )

କନକବ୍ୟୁରୋ : ଛତିଶଗଡ଼ ଭିଲାଇରେ ଇଡି ଅଧିକାରୀଙ୍କ ଉପରକୁ ଆକ୍ରମଣ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ  ଭୂପେଶ ବଘେଲଙ୍କ ଘରୁ ଇଡି ଅଧିକାରୀମାନେ ବାହାରୁଥିବା ବେଳେ ଏହି ଆକ୍ରମଣ ହୋଇଛି  । ମଦ ଦୁର୍ନୀତି ମାମଲାରେ ସୋମବାର ଭୂପେଶ ବଘେଲଙ୍କ ଘରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଭୂପେଶ ବଘେଲଙ୍କୁ ପଚରାଉଚରା ପରେ ଘରୁ ବାହାରିଥିଲେ ଇଡି ଅଧିକାରୀ । ଏହି ସମୟରେ ବାହାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଇଡି ଅଧିକାରୀଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅଧିକାରୀଙ୍କ ଉପରକୁ ଢେଲା - ପଥର ମାଡ଼ କରାଯାଇଥିଲା। ଆକ୍ରମଣରେ ଇଡି ଅଧିକାରୀମାନେ ଆସିଥିବା କାରର କାଚ ଭାଙ୍ଗିଯାଇଥିଲା। ତେବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe