ଓଡ଼ିଶାରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ତିବ୍ରତା ୫.୧

Advertisment

ଓଡ଼ିଶାରେ ଭୂକମ୍ପ ଝଟକା । ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ । ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର ।

ଓଡ଼ିଶାରେ ଭୂକମ୍ପ ଝଟକା । ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ । ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର ।

earthquake (1)

Photograph: (kanaknews)

କନକ ବ୍ୟୁରୋ : ଓଡ଼ିଶାରେ ଭୂକମ୍ପ ଝଟକା । ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ । ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର । ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଓଡ଼ିଶାରେ ମଧ୍ୟ ଝଟକା ଅନୁଭୁତ ହୋଇଛି । ପୁରୀଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର, ବ୍ରହ୍ମପୁରରୁ ଦୂରତା ରହଛି ୩୯୪ କିଲୋମିଟର । ସେହିପରି ଭୁବନେଶ୍ବରରୁ ଦୂରତା ରହିଛି ୨୯୭ କିଲୋମିଟର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe