କନକ ବ୍ୟୁରୋ : ବର୍ଷାରେ ଭିଜିପାରେ ଦଶହରା। ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us