କନକ ବ୍ୟୁରୋ : କୋଭିଡ ଲକଡାଉନର ପ୍ରଭାବ ବେଳେ ପୃଥିବୀରେ ପଡିନାହିଁ ବଂର ପୃଥିବୀ ବାହାରେ ଏହାର ପ୍ରଭାବ ପଡିଛି । କଥାଟି ବିଶ୍ବାସ ହେଉନଥିଲେ ମଧ୍ୟ ସତ। ୨୦୨୦ କୋଭିଡ ଲକଡାଉନ ଯୋଗୁ ଚନ୍ଦ୍ରରେ ପ୍ରଭାବ ପଡିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । କୋଭିଡର ପିକ ସମୟ ୨୦୨୦ ଏପ୍ରିଲ-ମେ ମାସରେ ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ବରେ ଲକଡାଉନ କରାଯାଇଥଲା । ଫିଜିକ୍ସ ରିସର୍ଚ୍ଚ ଲାବ୍ରୋଟାରୀର କେ ଦୁର୍ଗା ପ୍ରସାଦ ଏବଂ ଜି ଅମ୍ବିଲି ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଚନ୍ଦ୍ର ପୃଷ୍ଠରେ ୬ ଟି ସ୍ଥଳରେ ରାତି ସମୟରେ ତାପମାତ୍ର କମିଥିବା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି। ୮-୧୦ କେଲଭିନ୍ ଖସିଥିବା ନେଇ ରିପୋର୍ଟ ପ୍ରକାଶ କରିଛି । ପୂର୍ବ ମାସ ତୁଳନାରେ ଲକଡାଉନ ମାସରେ ତାମପାତ୍ରା କମିଛି । କିନ୍ତ ଲକଡାଉନ ପରେ ପୁଣି ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଛି । ୨୦୧୭ରୁ ୨୦୨୩ ୧୨ ବର୍ଷ ଆନାଲିସସ୍ କରିବା ପରେ ରିପୋର୍ଟ ପ୍ରକାଶ କରିଛନ୍ତି ଦୁଇ ଗବେଷକ।
କୋଭିଡ ଲକଡାଉନର ପ୍ରଭାବ ବେଳେ ପୃଥିବୀ ବାହାରେ ପଡିଛି
୨୦୨୦ କୋଭିଡ ଲକଡାଉନ ଯୋଗୁ ଚନ୍ଦ୍ରରେ ପ୍ରଭାବ ପଡିଛି
ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଥିବା ନେଇ ଏନେଇ ରିପୋର୍ଟ ପ୍ରକାଶ
କୋଭିଡର ପିକ ସମୟ ୨୦୨୦ ଏପ୍ରିଏ--ମେ ମାସରେ ଲକଡାଉନ ହୋଇଥିଲା
ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ବରେ ଲକଡାଉନ କରାଯାଇଥଲା
ଏହାଯୋଗୁ ଚନ୍ଦ୍ରପୃଷ୍ଠର ୬ ଟି ସ୍ଥାନରେରାତି ସମୟରେ କମିଛି
୮-୧୦ କେଲଭିନ୍ ଖସିଥିବା ନେଇ ରିପୋର୍ଟ ଆସିଛି
ଫିଜିକ୍ସ ରିସର୍ଚ୍ଚ ଲାବ୍ରୋଟାରୀର କେ ଦୁର୍ଗା ପ୍ରସାଦ ଏବଂ ଜି ଅମ୍ବିଲି ରିପୋର୍ଟ ପ୍ରକାଶ କରିଛନ୍ତି
ପୂର୍ବ ମାସ ତୁଳନାରେ ଲକଡାଉନ ମାସରେ ତାମପାତ୍ରା କମିଛି
ଲକଡାଉନ ପରେ ପୁଣି ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଛି।
୨୦୧୭ରୁ ୨୦୨୩ ୧୨ ବର୍ଷ ଆନାଲିସସ୍ କରିବା ପରେ ରିପୋର୍ଟ ପ୍ରକାଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/O5YtA6DOCThGMOl5W0fr.jpg)