କନକ ବ୍ୟୁରୋ : ଦୁର୍ଗା ପୂଜାକୁ ନେଇ ବିବାଦ। ଅଧାଗଢ଼ା ରହିଛି ମା’ଙ୍କ ମୂର୍ତ୍ତି । ହାତରେ ମାତ୍ର ଦିନ କେଇଟା ରହିଛି । ଏପଟେ ବିବାଦ ତୁଟୁନି କି ମୂର୍ତ୍ତିଗଢ଼ା ସରୁନି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଜୁଆଣି ଗାଁରେ କିଛି ଲୋକ ଗାଁ କିମିଟିକୁ ନଜଣାଇ ଦୁର୍ଗା ପୂଜା ଆୟୋଜନ କରିବା ସହ ମୂର୍ତ୍ତି ଗଢ଼ା ଆରମ୍ଭ କରିଥିଲେ । ଏହାକୁ ଗାଁର ଆଉ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଯାହାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁ ମୁରବୀ ଦାବି କରିଛନ୍ତି ।
ଆଳି ବ୍ଲକ ଜୁଆଣି ଗାଁରେ ଦୁର୍ଗା ପୂଜାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ଗାଁ କମିଟିକୁ ନଜଣାଇ ପୂଜା କରିବାକୁ ବିରୋଧ କଲେ ଗାଁର ଅନ୍ୟ ଏକ ଗୋଷ୍ଠୀ
ଏପଟେ ବିବାଦ ତୁଟୁନି କି ମୂର୍ତ୍ତିଗଢ଼ା ସରୁନି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଜୁଆଣି ଗାଁରେ କିଛି ଲୋକ ଗାଁ କିମିଟିକୁ ନଜଣାଇ ଦୁର୍ଗା ପୂଜା ଆୟୋଜନ କରିବା ସହ ମୂର୍ତ୍ତି ଗଢ଼ା ଆରମ୍ଭ କରିଥିଲେ।
/kanak/media/media_files/2025/09/25/16-2025-09-25-18-38-56.jpg)