କଟକରେ ଅପମିଶ୍ରିତ ଘିଅ କାରଖାନ ଠାବ ।  ମାଲିକ ଫେରାର, ଅପମିଶ୍ରିତ ସାମଗ୍ରୀ ଜବତ ।

Advertisment

କଟକରେ ଅପମିଶ୍ରିତ ଘିଅ କାରଖାନ ଠାବ ।  ଜଗତପୁର ଶିଳ୍ପାଞ୍ଚଳରେ ବିନା ଲାଇସେନ୍ସ ଓ ବୋର୍ଡରେ ଚାଲିଥିଲା କାରଖାନା ।  କର୍ମଚାରୀଙ୍କୁ ପଚରାଉଚରା ।  ମୁଖ୍ୟ ମାଲିକ ଫେରାର ।  ଅପମିଶ୍ରିତ ସାମଗ୍ରୀ ଜବତ

କଟକରେ ଅପମିଶ୍ରିତ ଘିଅ କାରଖାନ ଠାବ ।  ଜଗତପୁର ଶିଳ୍ପାଞ୍ଚଳରେ ବିନା ଲାଇସେନ୍ସ ଓ ବୋର୍ଡରେ ଚାଲିଥିଲା କାରଖାନା ।  କର୍ମଚାରୀଙ୍କୁ ପଚରାଉଚରା ।  ମୁଖ୍ୟ ମାଲିକ ଫେରାର ।  ଅପମିଶ୍ରିତ ସାମଗ୍ରୀ ଜବତ

33dfd54

କନକ ବ୍ୟୁରୋ:  କଟକ ଜଗତପୁର ଶିଳ୍ପାଞ୍ଚଳ ପାଲଟିଛି ନକଲି ଓ ଅପମିଶ୍ରିତ ସାମଗ୍ରୀର ହବ୍ ।  ଆଜି ଏହି ଅଞ୍ଚଳରୁ ଅପମିଶ୍ରିତ ଘିଅ କାରଖାନା ଠାବ ହୋଇଛି । କିନ୍ତୁ କମ୍ପାନୀର ମାଲିକ ଫେରାର ହୋଇଯାଇଛି ।  କମ୍ପାନୀର କିଛି କର୍ମଚାରୀଙ୍କୁ ପଚରାଉରଚା କରୁଛି ପୁଲିସ ।  ଜଗତପୁର ଶିଳ୍ପାଞ୍ଚଳରେ ବିନା ଲାଇସେନ୍ସ ଓ ବୋର୍ଡରେ ଚାଲିଥିଲା କାରଖାନା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe