କନକ ବ୍ୟୁରୋ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଡିଏସ୍ କୁଟ୍ଟେ । ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ । ୨୯ ଫେବ୍ରୁଆରି ୨୦୨୮ ଯାଏଁ ଦାୟିତ୍ୱରେ ରହିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି ।
ତେବେ ଆଇପିଏସ୍ ଡିଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି । କୁହାଯାଉଛି, ପୂର୍ବ ସରକାରଙ୍କ ଦବଦବା । ଏବଂ ପୂର୍ବ ସରକାରଙ୍କର ଥିବା ଗୋଷ୍ଠୀକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି ।
କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ ଡିଏସ୍ କୁଟ୍ଟେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି
କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ଡିଏସ୍ କୁଟ୍ଟେ । ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ ।
/kanak/media/media_files/2024/12/08/ssZ1mAv1jhO98QGciu3X.jpg)