ମାତିଲେ ଲୁଟେରା । ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ କେଜିଏ ସୁନା

କୋଟିଏ ଟଙ୍କାର ସୁନାରୁପା ଲୁଟ । ଗଜପତି ଜିଲ୍ଲା ମୋହନାରୁ ଆସିଛି ଏଭଳି ଦୃଶ୍ୟ । ମୋହନା ମୁଖ୍ୟ ବଜାରରେ ଥିବା ଶ୍ରୀହରି ଜୁଏଲରୀ ଦୋକାନ ସାମ୍ନାରୁ ହୋଇଛି ଲୁଟ୍ ।

gold 1

କନକବ୍ୟୁରୋ: କୋଟିଏ ଟଙ୍କାର ସୁନାରୁପା ଲୁଟ। ଗଜପତି ଜିଲ୍ଲା ମୋହନାରୁ ଆସିଛି ଏଭଳି ଦୃଶ୍ୟ। ମୋହନା ମୁଖ୍ୟ ବଜାରରେ ଥିବା ଶ୍ରୀହରି ଜୁଏଲରୀ ଦୋକାନ ସାମ୍ନାରୁ ହୋଇଛି ଲୁଟ୍ ।

ଦୋକାନ ବନ୍ଦ କରି ବ୍ୟବସାୟୀ ଜଣକ ନିଜ ସାଥିରେ ୧ କିଲୋ ସୁନା ଓ ୫ କିଲୋ ରୁପା ନେଇ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁବୃର୍ତ ଆସି ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ପଳାଇଛନ୍ତି । ଲୁଟ୍ ହୋଇଥିବା ସୁନା ଓ ରୁପା ଅଳଙ୍କାର ଦାମ ୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe