ରାଜଧାନୀରେ ପୁଣି ମାତିଲେ ନିଶାଦିଆ ଲୁଟେରା :ପୂଜକଙ୍କୁ ନିଶା ଦେଇ ମନ୍ଦିରରେ ଲୁଟ

Advertisment

ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍ । ରାଜଧାନୀରେ ପୁଣି ମାତିଲେ ନିଶା ଦିଆ ଲୁଟେରା। ବଡଗଡ଼ ଥାନା ମେଘେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟିଛନ୍ତି ଲୁଟେରା

ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍ । ରାଜଧାନୀରେ ପୁଣି ମାତିଲେ ନିଶା ଦିଆ ଲୁଟେରା। ବଡଗଡ଼ ଥାନା ମେଘେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟିଛନ୍ତି ଲୁଟେରା

megheswar

Photograph: (kanakNews)

କନକବ୍ୟୁରୋ : ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟ୍ । ରାଜଧାନୀରେ ପୁଣି ମାତିଲେ ନିଶା ଦିଆ ଲୁଟେରା। ବଡଗଡ଼ ଥାନା ମେଘେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମନ୍ଦିର ପୂଜକଙ୍କୁ ନିଶା ଦେଇ ଲୁଟିଛନ୍ତି ଲୁଟେରା । 

 ୫ ଭରି ସୁନା ଚେନ୍, ମୋବାଇଲ ଓ ନଗଦ ଟଙ୍କା ଲୁଟ ନେଇ ବଡଗଡ଼ ଥାନାରେ ହୋଇଛି ଅଭିଯୋଗ। ଅଭିଯୋଗ କରିଛନ୍ତି ଲୁଟ୍‌ର ଶିକାର ହୋଇଥିବା ପୂଜକ କ୍ଷୀରୋଦ କୁମାର କର। ତଦନ୍ତ ଆରମ୍ଭ କରିଛି ବଡଗଡଥାନା ପୋଲିସ । କିଛିଦିନ ତଳେ ମନ୍ଦିର ଭିତରୁ ୫ ଲକ୍ଷ ଟଙ୍କାର ସୁନା ଓ ଟଙ୍କା ଲୁଟ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe