ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ଉତ୍ପାତ : ଥାନାକୁ ଉଠାଇ ନେଲା ପୁଲିସ

ନିଶାରେ ଚୁର ୩ ମାତାଲ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉତ୍ପାତ, ସ୍ଥାନୀୟ ଲୋକେ  ଅଟକାଇ ଦେଲେ ପୁଲିସ ଜିମା I ଘଟଣା ଘଟିଛି ଭୁବନେଶ୍ୱର ମେ' ଫେୟାର ହୋଟେଲ ନିକଟରେ I

Lady

Lady Photograph: (KanakNews)

କନକ ବ୍ୟୁରୋ : ମଦ ପିଇ ମାତାଲ ଯୁବତୀଙ୍କ ଉତ୍ପାତ । ନିଶାରେ ଚୁର ୩ ମାତାଲ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉତ୍ପାତ, ସ୍ଥାନୀୟ ଲୋକେ  ଅଟକାଇ ଦେଲେ ପୁଲିସ ଜିମା I ଘଟଣା ଘଟିଛି ଭୁବନେଶ୍ୱର ମେ' ଫେୟାର ହୋଟେଲ ନିକଟରେ I ବେପରୁଆ ଗାଡ଼ି ଚଳାଇବା ବେଳେ ସ୍ଥାନୀୟ ଲୋକେ ଅଟକାଇବାରୁ ପାଟିତୁଣ୍ଡ ଗଣ୍ଡଗୋଳ I ନୟାପଲ୍ଲୀ ଥାନା ପିସିଆର ପହଞ୍ଚି ଥାନାକୁ ଉଠାଇ ଆଣିଲା  । ମାମଲା ରୁଜୁ କରି, ଗାଡ଼ି ଜବତ କଲା ପୁଲିସ I ସମସ୍ତେ ମାତ୍ରାଧିକ ମଦ୍ୟପାନ କରିଥିବା ନେଇ ସୂଚନା ପାଇଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe