କନକ ବ୍ୟୁରୋ: ଶ୍ରୀମନ୍ଦିରକୁ ଡ୍ରୋନ ଚିନ୍ତା । ପୁଣି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେରେ ଉଡିଲା ଡ୍ରୋନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଚାରିପାଖରେ ଚକ୍କର କାଟୁଛି ଡ୍ରୋନ୍ । ବାରମ୍ବାର ଡ୍ରୋନ ଉଡୁଥିବା ଚିତ୍ର ସାମନାକୁ ଆସୁଥିବାରୁ ଦେଖାଦେଇଛି ଚିନ୍ତା । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରରେ ବାରମ୍ବାର ଉଡୁଛି ଡ୍ରୋନ । ଏଭଳି ଦୃଶ୍ୟ ବାରମ୍ୱାର ସମ୍ନାକୁ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଚିନ୍ତା ବଢିଛି ।
ପୁଣି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଉପରେ ଉଡିଲା ଡ୍ରୋନ: ପରିକ୍ରମା ପ୍ରକଳ୍ପ ସମେତ ଚାରିପାଖରେ କାଟିଲା ଚକ୍କର
ବାରମ୍ବାର ଡ୍ରୋନ ଉଡୁଥିବା ଚିତ୍ର ସାମନାକୁ ଆସୁଥିବାରୁ ଦେଖାଦେଇଛି ଚିନ୍ତା । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରରେ ବାରମ୍ବାର ଉଡୁଛି ଡ୍ରୋନ ।
/kanak/media/media_files/2025/09/29/klll-2025-09-29-00-25-05.jpg)