ବରଗଡର ବିଚ ରାସ୍ତାରେ ହାଇଡ୍ରାମା : ଗିରଫ କରିବାକୁ ଆସି ହଟହଟା ହେଲେ ଛତିଶଗଡ ପୋଲିସ

Advertisment

ବିଚ୍ ରାସ୍ତାରେ ହାଇଡ୍ରାମା ।  ଗିରଫ କରିବାକୁ ଆସି ହଟହଟ୍ଟା ହେଲା ଛତିଶଗଡ଼ ପୋଲିସ ।  ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା ।

ବିଚ୍ ରାସ୍ତାରେ ହାଇଡ୍ରାମା ।  ଗିରଫ କରିବାକୁ ଆସି ହଟହଟ୍ଟା ହେଲା ଛତିଶଗଡ଼ ପୋଲିସ ।  ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା ।

baragarh

Photograph: (KanakNews )

କନକବ୍ୟୁରୋ : ବିଚ୍ ରାସ୍ତାରେ ହାଇଡ୍ରାମା ।  ଗିରଫ କରିବାକୁ ଆସି ହଟହଟ୍ଟା ହେଲା ଛତିଶଗଡ଼ ପୋଲିସ ।  ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା ।   ରୂପେଶଙ୍କୁ ଗିରଫ କରି ନେଉଥିବା ସମୟରେ ହୋଇଥିଲା ସ୍ଥାନୀୟ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲା  ।

ଯେଉଁ କାରଣରୁ ଦୁଇ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା ।  ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ରୂପେଶଙ୍କୁ ନାଁରେ ଥିଲା ୱାରେଣ୍ଟ। ରୂପେଶଙ୍କ ମା’ଙ୍କର କହିବା ଅନୁସାରେ,  ପୁଅକୁ ଗିରଫ କରିବାକୁ ଆସିଥିବା ପୋଲିସ୍ ଅଧିକାରୀ ତାଙ୍କୁ ଠେଲାପେଲା କରିଥିଲେ । ଅନ୍ୟପଟେ ସିଭିଲ୍ ଲାଇନ୍ ଥାନା ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, ୱାରେଣ୍ଟ ଥିବାରୁ ସେମାନେ ରୂପେଶଙ୍କୁ ଗିରଫ୍ କରିବାକୁ ଆସିଥିଲେ। ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧସ୍ତା ଧସ୍ତି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe