ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ ; ଆଇନ ଶୃଙ୍ଖଳା ନେଇ ଉଠିଲା ପ୍ରଶ୍ନ

Advertisment

ବିଳମ୍ବିତ ରାତିରେ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଛେଣ୍ଡ କଲୋନୀ ସ୍ଥିତ ଭିଏସ୍ଏସ୍ ମାର୍କେଟରେ ଘଟିଛି ଘଟଣା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ବିଳମ୍ବିତ ରାତିରେ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଛେଣ୍ଡ କଲୋନୀ ସ୍ଥିତ ଭିଏସ୍ଏସ୍ ମାର୍କେଟରେ ଘଟିଛି ଘଟଣା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

36edgrfh

Photograph: (kanaknews)

କନକ ବ୍ୟୁରୋ :  ରାଉରକେଲାରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଛେଣ୍ଡ୍ କଲୋନି ସ୍ଥିତ ଭିଏସ୍ଏସ୍ ମାର୍କେଟରେ ଘଟିଛି ଘଟଣା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତ ଯୁବକ ଟିସ୍କୋ କଲୋନି ଅଞ୍ଚଳର ମୁକେଶ କର ବୋଲି ଜଣାପଡିଛି । ଚାରି ପାଞ୍ଚ ଜଣ ଯୁବକ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଗାନ୍ଧୀ ରୋଡ୍‌ରେ ଫୁଟପାଥରେ ଶୋଇଥିବା ଯୁବକଙ୍କୁ ଗଳା କାଟି ହତ୍ୟା । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe