ଓଡ଼ିଶାକୁ ଆସିଲା ଡବଲ୍ ଡେକର ବସ୍ । ବ୍ରହ୍ମପୁରରେ ପହଞ୍ଚିଲା ୨ଟି ବସ୍

ଓଡ଼ିଶାକୁ ଆସିଲା ଡବଲ୍ ଡେକର ବସ୍ । ବ୍ରହ୍ମପୁରରେ ୨ଟି ବସ୍ ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୨ଟି ବସ୍ ଆସିଛି । ପର୍ଯ୍ୟାୟ କ୍ରମେ ବାକି ୩ଟି ବସ୍ ଆସିବ ।

Duble decker

Duble decker Photograph: (kanaknews)

କନକ ବ୍ୟୁରୋ : ଓଡ଼ିଶାକୁ ଆସିଲା ଡବଲ୍ ଡେକର ବସ୍ । ବ୍ରହ୍ମପୁରରେ ୨ଟି ବସ୍ ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୨ଟି ବସ୍ ଆସିଛି । ପର୍ଯ୍ୟାୟ କ୍ରମେ ବାକି ୩ଟି ବସ୍ ଆସିବ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ପଦର ବସଷ୍ଟାଣ୍ଡରେ ପହଞ୍ଚିଛି ବସ୍ । ଥରେ ଚାର୍ଜ କରିଲେ ପାଖା ପାଖି ଏସିରେ ୨୫୦ କିଲୋମିଟର ଏବଂ ବିନା ଏସିରେ ୩୦୦ରୁ ଅଧିକ କିଲୋମିଟର ଯିବ ବୋଲି ବସ ଡ୍ରାଇଭର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe