ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ : କାନାଡା, ଚୀନ୍ ଓ ମେସ୍କିକୋ ଉପରେ ଟାରିଫ୍ ଲଗାଇଲା ଆମେରିକା

Advertisment

ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା  ।  ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି  ।  ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି  । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇିଲେ ଟ୍ରମ୍ପ  ।   

Updated On

ଅଦ୍ୟତନ ହୋଇଛି
trump 4

trump 4 Photograph: (KanakNews )

କନକବ୍ୟୁରୋ : ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା  ।  ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି  ।  ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି  । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇିଲେ ଟ୍ରମ୍ପ  ।   ଶପଥ ନେବା ସମୟରେ ଟ୍ରମ୍ପ କହିଥିଲେ ଚୀନ, କାନାଡ଼ା,ମେସ୍କିକୋରୁ ବେହିସାବ ମାଦକଦ୍ରବ ଆମେରିକାକୁ ଆସୁଛି ଓ ଏହା ଯୋଗୁଁ ହଜାର ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି  । 

ଏମାନଙ୍କ ସହ ଆମେରିକାର ବାଣିଜ୍ୟକ ସର୍ମ୍ପକରେ ବିଶେଷ କିଛି ଫାଇଦା ହେଉନି ତେଣୁ ଟାରିଫ ଲଗାବାକୁ ପଡୁଛି  ସେପଟେ ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି ।   
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe