ଭାରତ ଉପରେ ଚାପ ପକାଉଛନ୍ତି ଡୋନାଲ୍ଡ ଟ୍ରମ୍ପ : ଆମେରିକାଠୁ, ଭାରତ ଅଧିକରୁ ଅଧିକ ହତିଆର କିଣୁ ବୋଲି ଚାହୁଁଛନ୍ତି ରାଷ୍ଟ୍ରପତି

Advertisment

ଟ୍ରମ୍ପ ଚାହୁଁଛନ୍ତି ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ । ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା  କୁହାଯାଉଛି । ବୈଦେଶିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଆମେରିକା ରାଷ୍ଟ୍ରପତି ଭାରତ ସହିତ ଏହାର ବାଣିଜ୍ୟିକ ସମ୍ପର୍କକୁ ସନ୍ତୁଳିତ କରିବାକୁ କହିଛନ୍ତି

Updated On

ଅଦ୍ୟତନ ହୋଇଛି
TRUMP 3

TRUMP 3 Photograph: (KanakNews )

କନକବ୍ୟୁରୋ : ଟ୍ରମ୍ପ ଚାହୁଁଛନ୍ତି ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ । ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା  କୁହାଯାଉଛି । ବୈଦେଶିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଆମେରିକା ରାଷ୍ଟ୍ରପତି ଭାରତ ସହିତ ଏହାର ବାଣିଜ୍ୟିକ ସମ୍ପର୍କକୁ ସନ୍ତୁଳିତ କରିବାକୁ କହିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଡୋନାଲ୍ଡ ଟ୍ରମ୍ପ କାହିଁକି ଭାରତକୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବାକୁ ଚାହୁଁଛନ୍ତି ?

ଭାରତ ଉପରେ ଟ୍ରମ୍ପଙ୍କ ଚାପ!
ଭାରତ ସହ ବାଣିଜିକ ସମ୍ବନ୍ଧ ଅଧିକ ମଜଭୂତ କରିବାକୁ ଚାହୁଁଛି ଆମେରିକା
ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜିକ ଭାଗିଦାରୀ
ଭାରତ  ଓ ଆମେରିକା ସହିତ ୩୫ବିଲିୟନ ଡଲାରର ବାଣିଜ୍ୟିକ ରେକର୍ଡ
ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବ୍ରିକ୍ସ ଦେଶ ଉପରେ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି
ଭାରତ ଆମେରିକାରେ ଅଧିକ ସାମଗ୍ରୀ ବିକ୍ରି କରିଥାଏ  ଏବଂ କମ୍ କିଣେ
ପ୍ରଥମ ଫୋନ ଆଲୋଚନରେ ମୋଦୀଙ୍କ ନିକଟରେ ପ୍ରସଙ୍ଗ ଉଠାଇଛନ୍ତି ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe