କନକ ବ୍ୟୁରୋ: ଡାକ୍ତରଙ୍କୁ ମାଡ଼ , ମେଡିକାଲ କଲେଜରେ ବନ୍ଦ ହେଲା ଏମରଜେନ୍ସି ସେବା । ସୁନ୍ଦରଗଡ଼ ମେଡିକାଲ କଲେଜର ଏମରଜେନ୍ସିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଡାକ୍ତର ମାନଙ୍କ ସାମୁହିକ କାର୍ଯ୍ୟ ବନ୍ଦ, ଓପିଡ଼ି, ଏମରଜେନ୍ସି ସେବା ବନ୍ଦ କଲେ ଡାକ୍ତର ଓ ଛାତ୍ର । ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ଆନ୍ଦୋଳନରେ ଅଛନ୍ତି ଡାକ୍ତର । ଏମରଜେନ୍ସି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us