କନକ ବ୍ୟୁରୋ: ଡାକ୍ତରଙ୍କୁ ମାଡ଼ , ମେଡିକାଲ କଲେଜରେ ବନ୍ଦ ହେଲା ଏମରଜେନ୍ସି ସେବା । ସୁନ୍ଦରଗଡ଼ ମେଡିକାଲ କଲେଜର ଏମରଜେନ୍ସିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ ଡାକ୍ତର ମାନଙ୍କ ସାମୁହିକ କାର୍ଯ୍ୟ ବନ୍ଦ, ଓପିଡ଼ି, ଏମରଜେନ୍ସି ସେବା ବନ୍ଦ କଲେ ଡାକ୍ତର ଓ ଛାତ୍ର । ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ଆନ୍ଦୋଳନରେ ଅଛନ୍ତି ଡାକ୍ତର । ଏମରଜେନ୍ସି
ଡାକ୍ତରଙ୍କୁ ମାଡ଼ : ମେଡିକାଲ କଲେଜରେ ଏମରଜେନ୍ସି ସେବା ଠପ୍
ଡାକ୍ତରଙ୍କୁ ମାଡ଼, ମେଡିକାଲ କଲେଜରେ ଏମରଜେନ୍ସି ସେବା ଠପ୍ । ସୁନ୍ଦରଗଡ଼ ମେଡିକାଲ କଲେଜରେ ଡାକ୍ତରଙ୍କ ସାମୁହିକ କାର୍ଯ୍ୟ ବନ୍ଦ । ଓପିଡ଼ି, ଏମରଜେନ୍ସି ସେବା ବନ୍ଦ କଲେ ଡାକ୍ତର ଓ ଛାତ୍ର ।
/kanak/media/media_files/2025/09/25/1-2025-09-25-07-25-56.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)