କନକ ବ୍ୟୁରୋ: ଡିଜେ ସାଉଣ୍ଡରେ ଗଲା ଯୁବକଙ୍କ ଜୀବନ । ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ ଗଣେଶ ଭସାଣି ପାଇଁ ଡିଜେ ସାଉଣ୍ଡ ବାଜୁଥିଲା । ସେଠାରେ ଛିଡାହୋଇ ଡିଜେ ଦେଖୁଥିବା ସମୟରେ ସୁବର୍ଣ୍ଣପୁର ଗାଁର ଭବାନୀ ମହାପାତ୍ର ତଳେ ପଡି ଯାଇଥିଲେ। ତାଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ବାଙ୍କୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଣେଶ ଭସାଣ ବେଳେ ଡିଜେ ସାଉଣ୍ଡ ନେଲା ଜୀବନ: ବାଙ୍କୀ ସୁବର୍ଣ୍ଣପୁର ଗାଁରେ ଦୁଃଖଦ ଘଟଣା
ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ ଗଣେଶ ଭସାଣି ପାଇଁ ଡିଜେ ସାଉଣ୍ଡ ବାଜୁଥିଲା । ସେଠାରେ ଛିଡାହୋଇ ଡିଜେ ଦେଖୁଥିବା ସମୟରେ ସୁବର୍ଣ୍ଣପୁର ଗାଁର ଭବାନୀ ମହାପାତ୍ର ତଳେ ପଡି ଯାଇଥିଲେ। ତାଙ୍କୁ ପ୍ରଥମେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
/kanak/media/media_files/2025/09/08/46-2025-09-08-21-45-49.jpg)