1/4
ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ
ମହାଳୟା ଅବସରରେ ମା ସମଲେଶ୍ୱରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।
2/4
ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ ।
3/4
ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।
4/4
ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।
Follow Us