କନକ ବ୍ୟୁରୋ: ନିକଟରେ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ଓପିଏଲ ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ୍ ଦି ସିରିଜ୍ ହୋଇଥିଲେ। ଓଡ଼ିଶା ପାଇଁ ୬୦ରୁ ଅଧିକ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଛନ୍ତି ଏହି ଆଲରାଉଣ୍ଡର । ଚୟନ ପ୍ରକ୍ରିୟା ଠିକ୍ ହେଉ ନଥିବା ଯୋଗୁଁ ଓଡିଶା ଟିମର ପ୍ରଦର୍ଶନ ସବୁବେଳେ ଖରାପ ରହୁଥିବା ସେ କହିଛନ୍ତି । ଓଡ଼ିଶା କ୍ରିକେଟର ଉନ୍ନତି ପାଇଁ ଏଦିଗରେ ଓସିଏ ସମ୍ପାଦକ ଦୃଷ୍ଟି ଦେବା ଉଚିତ୍ ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ ।

Advertisment