କନକ ବ୍ୟୁରୋ: ବାପାଙ୍କ ପାଇଁ ଟଣା ଓଟରା । ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଦୁଇ ପୁଅଙ୍କ ମଧ୍ୟରେ ଏବେ ବାପାଙ୍କୁ ରଖିବାକୁ ନେଇ ଥାନାରେ ମାମଲା । ଖୋର୍ଦ୍ଧା କୋଣାର୍କ ନଗରରେ ରହୁଥିବା କର୍ଣ୍ଣେଲ ଅରୁଣ ରାଉତରାୟ ତାଙ୍କ ବାପା ଅବସରପ୍ରାପ୍ତ ସେନା ଅଧିକାରୀରୁ ଅବସର ପରେ କିଛି ଦିନ ତାଙ୍କ ପାଖରେ ପରେ ତାଙ୍କ ସାନ ଭାଇ ପାଖରେ ରହି ଆସୁଛନ୍ତି । ହେଲେ ତାଙ୍କ ସାନ ଭାଇ ତାଙ୍କ ବାପାଙ୍କୁ ତାଙ୍କ ପାଖକୁ ଛାଡୁ ନଥିବାର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଖୋର୍ଦ୍ଧା ଆଦର୍ଶ ଥାନା ଭରତପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । କର୍ନେଲ ଅରୁଣଙ୍କ ବାପା ବି ଜଣେ ସେନା ଉଚ୍ଚ ପଦସ୍ତ ଅଧିକାରୀରୁ ଅବସର ନେଇଛନ୍ତି।
ବାପାଙ୍କ ପାଇଁ ଟଣାଓଟରା ; ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରଖିବାକୁ ନେଇ ଦୁଇ ପୁଅଙ୍କ ଭିତରେ ଫୌଜଦାରୀ ମାମଲା
ବାପାଙ୍କ ପାଇଁ ଟଣା ଓଟରା । ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଦୁଇ ପୁଅଙ୍କ ମଧ୍ୟରେ ଏବେ ବାପାଙ୍କୁ ରଖିବାକୁ ନେଇ ଥାନାରେ ମାମଲା । ଖୋର୍ଦ୍ଧା କୋଣାର୍କ ନଗରର ଘଟଣା