ବିଜେଡି କର୍ପୋରେଟର ଦିଫାଳ ; ବ୍ରହ୍ମପୁରରେ କର୍ପୋରେଟର ଓ ମେୟର ମୁହାଁମୁହିଁ

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହାଲ୍ଲା ।  ଷ୍ଟାଣ୍ଡିଂ କମିଟି ପରିବତ୍ତର୍ନକୁ ନେଇ ହଙ୍ଗାମା । ବିେଜଡି କର୍ପୋରେଟର ଦୁଇ ଫାଳ । ଗୋଟିଏ ଗୋଷ୍ଠୀ କର୍ପୋରେଟର ଏବଂ ମେୟର ମୁହାଁମୁହିଁ ।

BAM--

BAM-- Photograph: (KANAKNEWS)

କନକ ବ୍ୟୁରୋ: ବ୍ରହ୍ମପୁର ମହାନଗର ନିଗମ ବୈଠରେ ହୋହାଲ୍ଲା । ଷ୍ଟାଣ୍ଡିଂ କମିଟି ପରିବତ୍ତର୍ନକୁ ନେଇ ଗୋଟିଏ  ଗୋଷ୍ଠୀ କର୍ପୋରେଟର ଏବଂ ମେୟର ମୁହାଁମୁହିଁ । ବର୍ତ୍ତମାନ  ବିେଜଡି ଦଖଲେର ଅଛି ମହାନଗର ନିଗମ। କିନ୍ତୁ ସାଧାରଣ ନିର୍ବାଚନ ପେର ବିେଜଡି ହାରିବା ଠାରୁ ବିଜଡି କର୍ପୋରେଟର ଦୁଇ ଫାଳ । ଦୁଇ ଗୋଷ୍ଠୀ ମଧ୍ୟେର ବିବାଦ ଲାଗି ରହିଛି । ଆଜିଗୋଟିଏ ଗୋଷ୍ଠୀ ଉେଦ୍ଦଶ୍ୟ ମୂଳକ ଭାେବ ବିେରାଧ କରିଛନ୍ତି। ଏପରିକି ବୈଠକ ତାରିଖ ନିର୍ଦ୍ଧାରଣକୁ ନେଇ ବି ପାଟିତୁଣ୍ଡ ହୋଇଛି। ଗୋଟିଏ ଗୋଷ୍ଠୀ ନିଜ ଇସ୍ତଫା ବିେଜଡି ସୁପ୍ରିେମାଙ୍କୁ ପଠାଇଥିଲେ ବୋଲି ଶୁଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe