କନକ ବ୍ୟୁରୋ: ବ୍ରହ୍ମପୁର ମହାନଗର ନିଗମ ବୈଠରେ ହୋହାଲ୍ଲା । ଷ୍ଟାଣ୍ଡିଂ କମିଟି ପରିବତ୍ତର୍ନକୁ ନେଇ ଗୋଟିଏ ଗୋଷ୍ଠୀ କର୍ପୋରେଟର ଏବଂ ମେୟର ମୁହାଁମୁହିଁ । ବର୍ତ୍ତମାନ ବିେଜଡି ଦଖଲେର ଅଛି ମହାନଗର ନିଗମ। କିନ୍ତୁ ସାଧାରଣ ନିର୍ବାଚନ ପେର ବିେଜଡି ହାରିବା ଠାରୁ ବିଜଡି କର୍ପୋରେଟର ଦୁଇ ଫାଳ । ଦୁଇ ଗୋଷ୍ଠୀ ମଧ୍ୟେର ବିବାଦ ଲାଗି ରହିଛି । ଆଜିଗୋଟିଏ ଗୋଷ୍ଠୀ ଉେଦ୍ଦଶ୍ୟ ମୂଳକ ଭାେବ ବିେରାଧ କରିଛନ୍ତି। ଏପରିକି ବୈଠକ ତାରିଖ ନିର୍ଦ୍ଧାରଣକୁ ନେଇ ବି ପାଟିତୁଣ୍ଡ ହୋଇଛି। ଗୋଟିଏ ଗୋଷ୍ଠୀ ନିଜ ଇସ୍ତଫା ବିେଜଡି ସୁପ୍ରିେମାଙ୍କୁ ପଠାଇଥିଲେ ବୋଲି ଶୁଣାଯାଇଥିଲା।
ବିଜେଡି କର୍ପୋରେଟର ଦିଫାଳ ; ବ୍ରହ୍ମପୁରରେ କର୍ପୋରେଟର ଓ ମେୟର ମୁହାଁମୁହିଁ
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହାଲ୍ଲା । ଷ୍ଟାଣ୍ଡିଂ କମିଟି ପରିବତ୍ତର୍ନକୁ ନେଇ ହଙ୍ଗାମା । ବିେଜଡି କର୍ପୋରେଟର ଦୁଇ ଫାଳ । ଗୋଟିଏ ଗୋଷ୍ଠୀ କର୍ପୋରେଟର ଏବଂ ମେୟର ମୁହାଁମୁହିଁ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)